ପରମପରର ନଦବନଦର ନତୟମଗନ ଲକଜବନର ସତତର; ରଉତ ନତୟ

ରାଉତ ନୃତ୍ୟ (ରାୱତ ନୃତ୍ୟ)ଛତିଶଗଡ଼ର ଯଦୁବଂଶୀ ବା ରାଉତ ସଂପ୍ରଦାୟର ଏକ ପ୍ରମୁଖ ଲୋକନୃତ୍ୟ, ଯାହା ସେମାନଙ୍କର ଧାର୍ମିକ ଆସ୍ଥା, ଗୋପାଳନ ସଂସ୍କୃତି ଓ ସାମୂହିକ ଜୀବନର ପ୍ରତୀକ । ଲୋକବିଶ୍ୱାସ ଅନୁସାରେ ଏହାର ସଂପର୍କ ଶ୍ରୀକୃଷ୍ଣ ଓ ଗୋପାଳ ପରଂପରା ସହିତ ଜଡ଼ିତ । ଦେବଉଠାନୀ ଏକାଦଶୀ ଓ ଦେବାରୀ ପର୍ବ ଅବସରରେ ଏହି ନୃତ୍ୟ ପାଳିତ ହୁଏ । ନୃତ୍ୟ ପୂର୍ବରୁ ଆଖଡ଼ାରେ ଅଭ୍ୟାସ ଏବଂ ଦେୱାଲାରେ ଦୁଲହଦେବଙ୍କୁ ପୂଜା କରାଯାଏ । ‘କଚ୍ଛନ’ ନାମକ ଆଧ୍ୟାତ୍ମିକ ପର୍ୟ୍ୟାୟରେ ନର୍ତ୍ତକମାନେ ଦେବୀୟ ଭାବାବେଶର ପ୍ରକାଶ କରନ୍ତି । ‘ସୁହାଇ’ ଓ ‘ସୁଖଧନ’ ପର୍ୟ୍ୟାୟ ମାଧ୍ୟମରେ ଗୋ-ସଂପଦ ଓ କୃଷି ପ୍ରତି କୃତଜ୍ଞତା ଜଣାଯାଏ । ଗୀତ, ଦୋହା, ବାଦ୍ୟ, ଲାଠି ଖେଳ ଓ ବୀରତ୍ୱପୂର୍ଣ୍ଣ କୌଶଳର ସମନ୍ୱୟରେ ରାଉତ ନୃତ୍ୟ ଲୋକଜୀବନ, ନୈତିକ ମୂଲ୍ୟବୋଧ ଓ ସାମୂହିକ ଏକତାର ସନେ୍ଦଶ ବହନ କରେ । ଏହା କେବଳ ଏକ ଲୋକନୃତ୍ୟ ନୁହେଁ ବରଂ ଛତିଶଗଡ଼ର ଲୋକସଂସ୍କୃତି, ଇତିହାସ ଓ ସାମାଜିକ ଅସ୍ମିତାର ଏକ ଅମୂଲ୍ୟ ଐତିହ୍ୟ । ରାଉତ ନୃତ୍ୟରେ ଗୀତ, ଦୋହା, ବାଦ୍ୟ, ଲାଠିଖେଳ ଓ ଅସ୍ତ୍ରକୌଶଳର ସୁନ୍ଦର ସମନ୍ୱୟ ଦେଖାଯାଏ । ଏଥିରେ ସନ୍ଥ କବିମାନଙ୍କ ବାଣୀ ସହ ଲୋକସମାଜର ଜୀବନଦର୍ଶନ, ନୈତିକ ମୂଲ୍ୟବୋଧ,ସାମାଜିକ ବ୍ୟଙ୍ଗ ଓ ଲୋକମଙ୍ଗଳକର ଚେତନା ପ୍ରତିଫଳିତ ହୁଏ । ଏହି ନୃତ୍ୟ ଗ୍ରାମୀଣ ସମାଜର ଭ୍ରାତୃତ୍ୱ,ସହଯୋଗ,ସାମୂହିକତା ଏବଂ ସାଂସ୍କୃତିକ ଐକ୍ୟର ଏକ ସଶକ୍ତ ମାଧ୍ୟମ ।

Authors

Institutions

Publication Details

Journal
Zenodo (CERN European Organization for Nuclear Research)
Published
2026-09-11
DOI
https://doi.org/10.5281/zenodo.22700747
Primary Topic
Educational Robotics and Engineering
Type
article
Field-Weighted Citation Impact
0.00
Controls
|||
ALL TIME
JAN
FEB
MAR
APR
MAY
JUN
JUL
AUG
SEP
OCT
article

ପରମପରର ନଦବନଦର ନତୟମଗନ ଲକଜବନର ସତତର; ରଉତ ନତୟ

ବାବୁଲୁ ପଧାନ
Zenodo (CERN European Organization for Nuclear Research)
Educational Robotics and Engineering
article

ପରମପରର ନଦବନଦର ନତୟମଗନ ଲକଜବନର ସତତର; ରଉତ ନତୟ

ବାବୁଲୁ ପଧାନ
article en

Abstract

ରାଉତ ନୃତ୍ୟ (ରାୱତ ନୃତ୍ୟ)ଛତିଶଗଡ଼ର ଯଦୁବଂଶୀ ବା ରାଉତ ସଂପ୍ରଦାୟର ଏକ ପ୍ରମୁଖ ଲୋକନୃତ୍ୟ, ଯାହା ସେମାନଙ୍କର ଧାର୍ମିକ ଆସ୍ଥା, ଗୋପାଳନ ସଂସ୍କୃତି ଓ ସାମୂହିକ ଜୀବନର ପ୍ରତୀକ । ଲୋକବିଶ୍ୱାସ ଅନୁସାରେ ଏହାର ସଂପର୍କ ଶ୍ରୀକୃଷ୍ଣ ଓ ଗୋପାଳ ପରଂପରା ସହିତ ଜଡ଼ିତ । ଦେବଉଠାନୀ ଏକାଦଶୀ ଓ ଦେବାରୀ ପର୍ବ ଅବସରରେ ଏହି ନୃତ୍ୟ ପାଳିତ ହୁଏ । ନୃତ୍ୟ ପୂର୍ବରୁ ଆଖଡ଼ାରେ ଅଭ୍ୟାସ ଏବଂ ଦେୱାଲାରେ ଦୁଲହଦେବଙ୍କୁ ପୂଜା କରାଯାଏ । ‘କଚ୍ଛନ’ ନାମକ ଆଧ୍ୟାତ୍ମିକ ପର୍ୟ୍ୟାୟରେ ନର୍ତ୍ତକମାନେ ଦେବୀୟ ଭାବାବେଶର ପ୍ରକାଶ କରନ୍ତି । ‘ସୁହାଇ’ ଓ ‘ସୁଖଧନ’ ପର୍ୟ୍ୟାୟ ମାଧ୍ୟମରେ ଗୋ-ସଂପଦ ଓ କୃଷି ପ୍ରତି କୃତଜ୍ଞତା ଜଣାଯାଏ । ଗୀତ, ଦୋହା, ବାଦ୍ୟ, ଲାଠି ଖେଳ ଓ ବୀରତ୍ୱପୂର୍ଣ୍ଣ କୌଶଳର ସମନ୍ୱୟରେ ରାଉତ ନୃତ୍ୟ ଲୋକଜୀବନ, ନୈତିକ ମୂଲ୍ୟବୋଧ ଓ ସାମୂହିକ ଏକତାର ସନେ୍ଦଶ ବହନ କରେ । ଏହା କେବଳ ଏକ ଲୋକନୃତ୍ୟ ନୁହେଁ ବରଂ ଛତିଶଗଡ଼ର ଲୋକସଂସ୍କୃତି, ଇତିହାସ ଓ ସାମାଜିକ ଅସ୍ମିତାର ଏକ ଅମୂଲ୍ୟ ଐତିହ୍ୟ । ରାଉତ ନୃତ୍ୟରେ ଗୀତ, ଦୋହା, ବାଦ୍ୟ, ଲାଠିଖେଳ ଓ ଅସ୍ତ୍ରକୌଶଳର ସୁନ୍ଦର ସମନ୍ୱୟ ଦେଖାଯାଏ । ଏଥିରେ ସନ୍ଥ କବିମାନଙ୍କ ବାଣୀ ସହ ଲୋକସମାଜର ଜୀବନଦର୍ଶନ, ନୈତିକ ମୂଲ୍ୟବୋଧ,ସାମାଜିକ ବ୍ୟଙ୍ଗ ଓ ଲୋକମଙ୍ଗଳକର ଚେତନା ପ୍ରତିଫଳିତ ହୁଏ । ଏହି ନୃତ୍ୟ ଗ୍ରାମୀଣ ସମାଜର ଭ୍ରାତୃତ୍ୱ,ସହଯୋଗ,ସାମୂହିକତା ଏବଂ ସାଂସ୍କୃତିକ ଐକ୍ୟର ଏକ ସଶକ୍ତ ମାଧ୍ୟମ ।

Zenodo (CERN European Organization for Nuclear Research)
Human Growth Foundation (US)
Openalex Percentile: Top 8%
Educational Robotics and Engineering
AI Navigator

Ask Laika to Summarize, Analyze, and Connect papers live on the map.

Summarize Papers & Methodologies

Extract key findings, datasets, and comparative methods across publications.

Benchmark Rankings & Visual Analytics

Rank top research institutions, authors, funders, topics, and journals by Field-Weighted Citation Impact (FWCI) and paper volume with instant charts.

Connect Distant Disciplines

Bridge topological clusters on the map to find hidden collaborative intersections.